12 अगस्त 2015

ଭୁବନେଶ୍ଵରରେ ବେଆଇନ ହୋଟେଲ ଓ ଅତିଥିଶାଳା

ଆଇନ ଅନୁସାରେ ଯେଉଁ ହୋଟେଲ ଗେଷ୍ଟ୍ହାଉସ୍ଗୁଡ଼ିକ ସରକାରୀ ଖାତାରେ ପଞ୍ଜୀକୃତ ହୋଇନାହିଁ, ସେଗୁଡ଼ିକ ବେଆଇନ ଶ୍ରେଣୀଭୁକ୍ତ ଏପରିକି ପଞ୍ଜୀକୃତ ହେବା ସହ ସେଗୁଡ଼ିକ ଗ୍ରାହକଙ୍କ ସଂବନ୍ଧୀୟ ତଥ୍ୟ ସ୍ଥାନୀୟ ଥାନାରେ ତଥା କମିଶନରେଟ୍ପୁଲିସ୍ପାଖରେ ଦାଖଲ କରିବା କଥା ଭୁବନେଶ୍ଵରରେ ବିନା ପଂଜୀକରଣରେ ୭୦ରୁ ବେଶି ହୋଟେଲ ଗେଷ୍ଟ୍ହାଉସ୍‌(ଅତିଥିଶାଳା) ଚାଲିଛି ଫଳରେ ବୁକିଂ ଜଣକ ନାମରେ ଏବଂ ଅନ୍ୟ ଜଣେ ବ୍ୟକ୍ତି ରୁମ୍ରେ ରହି ନାନାଦି ଅନୈତିକ କାର୍ଯ୍ୟ ସହ ଅପରାଧ ଘଟାଇ ଖସି ଯାଇଛନ୍ତି ସମ୍ଭବତଃ ପୁଲିସ ଦୋମୁହାଁ ନୀତି ଅବଲମ୍ବନ କରି ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଇ ଚାଲିଛି

ନିୟମ ଅନୁସାରେ ପଂଜୀକୃତ ହେବା ପାଇଁ ୭ଟି ତଥ୍ୟ ଦେବାକୁ ପଡ଼ିଥାଏ ଏଥିରେ ଅଗ୍ନି-ନିରାପତ୍ତା ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର; ହୋଟେଲ, ଲଜ୍ବା ଗେଷ୍ଟ୍ହାଉସ୍କୋଠାର ନିର୍ମାଣପ୍ଲାନ୍ ଅନୁମୋଦନପତ୍ର; କାର୍ଯ୍ୟରତ କର୍ମଚାରୀ ନିରାପତ୍ତାରକ୍ଷୀଙ୍କ ସଂପୂର୍ଣ ସୂଚନା, ମାଲିକ କର୍ମଚାରୀଙ୍କ ସଂକ୍ରାନ୍ତେ ସ୍ଥାନୀୟ ଥାନାବାଲାଙ୍କ ରିପୋର୍ଟ ଲୋଡ଼ା ହୋଇଥାଏ ଆଗନ୍ତୁକମାନଙ୍କ ନିରାପଦ ରହଣି ପାଇଁ ବିଭିନ୍ନ ନିରାପତ୍ତା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥାଏ କିନ୍ତୁ ରାଜ୍ୟ ଗୃହବିଭାଗର ତଥ୍ୟ ଅନୁସାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ଏଭଳି ୭୨ଟି ବେଆଇନ ହୋଟେଲ, ଲଜ୍ ଅତିଥିଶାଳା ରହିଛି ଏପରିକି ସେହି ବେଆଇନ ମାଲିକମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହୋଇଛି କିନ୍ତୁ ସେମାନଙ୍କ ଆୟ ବା ଲାଭ ଏତେ ବେଶି ଯେ ସେମାନେ ପଞ୍ଜୀକରଣ କରାଇବା ଅପେକ୍ଷା ଜୋରିମାନା ଗଣିବାକୁ ଶ୍ରେୟ ମଣୁଛନ୍ତି 

ଆପଣମାନେ ଯଦି ସେଭଳି ହୋଟେଲ, ଲଜ୍ବା ଗେଷ୍ଟହାଉସ୍କୁ କୌଣସି କାମ ପାଇଁ ବୁକ୍କରୁଥାଆନ୍ତି, ତେବେ ଆପଣଙ୍କୁ ଆଇନଭଙ୍ଗକାରୀ କହିବାକୁ କାହିଁକି ସଂକୋଚ କରିବି?

ସୂଚନା ଅଧିକାର ଆଇନ ବଳରେ ଜନୈକ ସୁଶାନ୍ତ କୁମାର ସାହୁ ଯେଉଁ ୭୨ଟି ହୋଟେଲ, ଲଜ୍ ଗେଷ୍ଟ୍ହାଉସ୍ ତାଲିକା ପାଇଛନ୍ତି, ତାହା ଏଠାରେ ଦିଆଗଲା:-

. ଅଗ୍ରଣୀ ଗେଷ୍ଟ ହାଉସ୍‌, ଏନ୍‌--୨୭୫, ଆଇଆର୍ସି ଭିଲେଜ୍‌, ନୟାପଲ୍ଲୀ
. ଅନ୍ନପୂର୍ଣା ମଣ୍ଡପ, ଏନ୍‌--୨୨୫, ଆଇଆର୍ସି ଭିଲେଜ୍‌, ନୟାପଲ୍ଲୀ
. ହୋଟେଲ ମେଫିଲ୍‌, ପ୍ଲଟ୍୭୩୦(ପି), ନୟାପଲ୍ଲୀ
. ମେଗା ଗେଷ୍ଟ୍ହାଉସ୍‌, ଜୟଦେବବିହାର, ନୟାପଲ୍ଲୀ
. ମହାରାଜା ଗେଷ୍ଟ୍ହାଉସ୍‌, ଜୟଦେବବିହାର, ନୟାପଲ୍ଲୀ
. ହୋଟେଲ ସିଦ୍ଧାର୍ଥ, ପ୍ଲଟ୍-/, ଆଇଆର୍ସିଭିଲେଜ୍‌, ନୟାପଲ୍ଲୀ
. ଶୁଭଲକ୍ଷ୍ମୀ ଗେଷ୍ଟ୍ହାଉସ୍‌, ଆର୍ଯ୍ୟପଲ୍ଲୀ
. ଶୁଭଲକ୍ଷ୍ମୀ ଗେଷ୍ଟ୍ହାଉସ୍‌, କିଟ୍ରୋଡ଼୍‌, ଭୁବନେଶ୍ଵର
. ନମଃ ସାଇ ଲଜ୍‌, ଇନ୍ଫୋସିଟି ଥାନା ଅଞ୍ଚଳ
୧୦. ପାର୍ବତୀ ଗେଷ୍ଟ୍ହାଉସ୍‌, ରାଜାବଜାର, ମିଶନସ୍କୁଲ୍ପାଖ, ଜଟଣୀ ରୋଡ଼୍
୧୧. ହୋଟେଲ ରୟାଲ କ୍ରିଷ୍ଣା, ଲକ୍ଷ୍ମୀସାଗର
୧୨. ଭଗୱତ ନିବାସ, ଲକ୍ଷ୍ମୀସାଗର
୧୩. ହୋଟେଲ କଂଫର୍ଟ ଇନ୍‌, ଲକ୍ଷ୍ମୀସାଗର
୧୪. ଅତିଥି ନିବାସ, ଲକ୍ଷ୍ମୀସାଗର
୧୫. ହୋଟେଲ ଲିଙ୍ଗରାଜ, ଲକ୍ଷ୍ମୀସାଗର
୧୬. ହୋଟେଲ ମିଲନ୍ଦ ପ୍ୟାଲେସ୍‌, ଲକ୍ଷ୍ମୀସାଗର
୧୭. ହୋଟେଲ ଭିଣ୍ଟେଜ୍ଭିଲ୍ଲା, ଲକ୍ଷ୍ମୀସାଗର
୧୮. ହୋଟେଲ ପାୟଲ, ଲକ୍ଷ୍ମୀସାଗର
୧୯. ହୋଟେଲ ଦୀପାଳି ଇଂଟରନ୍ୟାସନାଲ, ଲକ୍ଷ୍ମୀସାଗର
୨୦. ହୋଟେଲ ଭିଟ୍ସ୍‌, ଲକ୍ଷ୍ମୀସାଗର
୨୧.ଅଭିଷେକ ଲଜ୍ଏଣ୍ଡ୍ମଣ୍ଡପ, ଲକ୍ଷ୍ମୀସାଗର
୨୨. ହୋଟେଲ ସାଇ ଗ୍ରାଣ୍ଡ୍ଲଜିଂ ଏଣ୍ଡ ବୋଡ଼ିଂ, ଲକ୍ଷ୍ମୀସାଗର
୨୩. ନିର୍ମଳା ରେସିଡେନ୍ସୀ, ଲକ୍ଷ୍ମୀସାଗର
୨୪. ହୋଟେଲ ଇଡ଼େନ୍‌ ରକ୍‌, ଲକ୍ଷ୍ମୀସାଗର
୨୫. ହୋଟେଲ ଶୀତଲ, ପ୍ଲଟ୍‌ ନଂ. ଏ-୧୫, ଆଇପିଟି, ବାଣୀବିହାରଛକ
୨୬. ଅମ୍ବିକା ଗେଷ୍ଟ୍‌ ହାଉସ୍‌, ବି-୪୭, ଶହୀଦନଗର
୨୭. ମିସ୍କି ଗେଷ୍ଟ ହାଉସ୍‌, ପ୍ଲଟ୍‌ ୨୨୩/୩୫୧, ସାଇଭବନ, ଗଜପତିନଗର, ଭୁବନେଶ୍ଵର
୨୮. ହୋଟେଲ ହେରିଟେଜ୍‌ ଇନ୍‌, ବି-୬୩, ଶହୀଦନଗର
୨୯. ହୋଟେଲ ଉପେନ୍ଦ୍ର, ରୂପାଲୀଛକ, ଶହୀଦ୍‌ନଗର
୩୦. ହୋଟେଲ ଭାଗ୍ୟ ପ୍ୟାଲେସ୍‌, ଷ୍ଟେସନଛକ, ଭୁବନେଶ୍ଵର
୩୧. ହୋଟେଲ ରୟାଲ ଇନ୍‌ ଗେଷ୍ଟହାଉସ୍‌, ୟୁନିଟ୍‌-୪
୩୨. ଆନନ୍ଦଧାରା ଲଜ୍‌, ଖାରବେଳନଗର, ଭୁବନେଶ୍ଵର
୩୩. ବିଷ୍ଣୁପ୍ରିୟା ଲଜ୍‌, ଷ୍ଟେସନଛକ, ଖାରବେଳନଗର ଥାନା
୩୪. ହୋଟେଲ ସନ୍‌ ଗ୍ରୀନ୍‌, ପଞ୍ଜାବୀ କଲୋନୀ, ସତ୍ୟନଗର
୩୫. ମୌର୍ଯ୍ୟ ଇନ୍‌ ଗେଷ୍ଟ୍‌ ହାଉସ୍‌, ଏସ୍‌ସିଆର୍‌-୫୯, ଜନପଥ
୩୬.ହୋଟେଲ ଡ୍ରିମ୍‌ଲ୍ୟାଣ୍ଡ୍‌, ଷ୍ଟେସନଛକ, ଖାରବେଳନଗର
୩୭. ହୋଟେଲ ଗାୟତ୍ରୀ, ଏ-୩୦, ୟୁନିଟ୍‌-୩, ଖାରବେଳନଗର
୩୮. ହୋଟେଲ ରିଚି, ଷ୍ଟେସନଛକ
୩୯. ଦ୍ଵାରିକା ଲଜ୍‌, ୟୁନିଟ୍‌-୩, ଭୁବନେଶ୍ଵର
୪୦. ହୋଟେଲ ଯଯାତି, ଷ୍ଟେସନଛକ
୪୧. କେଦାରଗୌରୀ ଲଜ୍‌, ଲିଙ୍ଗରାଜ ଥାନା ଅଞ୍ଚଳ
୪୨. ହୋଟେଲ ଶ୍ରେୟା, ମଞ୍ଚେଶ୍ଵର
୪୩. ବ୍ଲୁ ସ୍କାଏ ଗେଷ୍ଟ୍‌ ହାଉସ୍‌, ପ୍ଲଟ୍‌ ନଂ. ୭୪(ପି), ଅଶୋକନଗର
୪୪. କ୍ୟାସିଅନ୍‌ ଲଜ୍‌, ପ୍ଲଟ୍‌ ନଂ. ୯୧/୯୨ ବାପୁଜୀନଗର
୪୫. ଦିଲ୍ଲୀପ ଗେଷ୍ଟ୍‌ ହାଉସ୍‌. ପ୍ଲଟ୍‌ ନଂ. ୧୩୫, ଅଶୋକନଗର
୪୬. ଗୋକୁଳ ପ୍ଲାଜା, ବାଲିଆପଡ଼ା, ଭୁବନେଶ୍ଵର
୪୭. ହୋଟେଲ ବସରା, ୪୫/୪୬, ଜନପଥ, ଭୁବନେଶ୍ଵର
୪୮. ହୋଟେଲ ଚାନ୍‌ସେଲର, ଅଶୋକନଗର
୪୯. ହୋଟେଲ ଏକ୍ସଲେନ୍‌ସୀ, ପଳାସପଲ୍ଲୀ
୫୦. ହୋଟେଲ ଗ୍ୟାଲାକ୍ସୀ, ପୁରୁଣା ଭୁବନେଶ୍ଵର, ଲିଙ୍ଗରାଜ
୫୧. ହୋଟେଲ ପେଲିକାନ୍‌, ବିବେକାନନ୍ଦମାର୍ଗ, ପୁରୁଣା ଭୁବନେଶ୍ଵର
୫୨. ହୋଟେଲ ଫରେଷ୍ଟ୍‌ ପାର୍କ, ୧୪୫୬-ସତ୍ୟବିହାର, ମଞ୍ଚେଶ୍ଵର
୫୩. ହେଟେଲ ଶାଶୁ, ୨୨୨-ବାପୁଜୀନଗର
୫୪. ରାଜେନ୍ଦ୍ର ରେସିଡେନ୍‌ସୀ, ଅଶୋକନଗର
୫୫. ରଙ୍ଗିଲା ରେସିଡେନ୍‌ସୀ, ନିଉ ଫରେଷ୍ଟ୍‌ପାର୍କ
୫୬. ରେସିଡେନ୍ସୀ, ୨୪ ଓ ୭, ବକ୍ସିଜଗବନ୍ଧୁନଗର
୫୭. ସାଇ ଗେଷ୍ଟ୍‌ ହାଉସ୍‌, ନୂଆପଲ୍ଲୀ
୫୮. ସରସ୍ଵତୀନିବାସ, ପ୍ଲଟ୍‌ ନଂ. ୮୫/ଏମ୍‌, ବାପୁଜୀନଗର
୫୯. ସ୍ଵରାଜ ଲଜ୍‌, ପ୍ଲଟ୍‌ ନଂ. ୯, ଅଶୋକନଗର
୬୦. ହୋଟେଲ ସୂର୍ଯ୍ୟାଂଶ, କଳିଙ୍ଗହସ୍‌ପିଟାଲ ଛକ, ଚନ୍ଦ୍ରଶେଖରପୁର
୬୧. ମା’ତାରିଣୀ ଗେଷ୍ଟ ହାଉସ୍‌, ଡି-୨୦, ମୈତ୍ରୀବିହାର
୬୨. ମୈତ୍ରୀ ଗେଷ୍ଟ୍‌ ହାଉସ୍‌, ଏସ୍‌.-୬୬, ମୈତ୍ରୀବିହାର
୬୩. ବାଏ ଦ ୱେ ଗେଷ୍ଟ୍‌ ହାଉସ୍‌, ଏସ୍‌-୧୧, ଫେଜ୍‌-୧, ମୈତ୍ରୀବିହାର
୬୪. ସ୍ଵର୍ଣ ଗେଷ୍ଟ୍‌ ହାଉସ୍‌, ସାମନ୍ତବିହାର (କଳିଙ୍ଗହସ୍‌ପିଟାଲ ଛକ)
୬୫. ପ୍ରିୟଙ୍କା ରେସିଡେନ୍‌ସୀ, ଲୁମ୍ବିନୀବିହାର
୬୬. ମୁନ୍‌ଲାଇଟ୍‌ ଗେଷ୍ଟ୍‌ ହାଉସ୍‌, ଏମ୍‌-୫୭, ସାମନ୍ତବିହାର
୬୭. ସୋନାଲୀ ଗେଷ୍ଟ୍‌ ହାଉସ୍‌, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର
୬୮. ହେଟେଲ ଚନ୍ଦନ ଲଜ୍‌, ରୁଚିକା ମାର୍କେଟ୍‌ ପାଖ, ବରମୁଣ୍ଡା
୬୯. ପିଆଇ ଗେଷ୍ଟ୍‌ ହାଉସ୍‌, ରୁଚିକା ମାର୍କେଟ୍‌, ବରମୁଣ୍ଡା
୭୦. ସାଇ ଗେଷ୍ଟ୍‌ ହାଉସ୍‌, କଳିଙ୍ଗନଗର, ଭୁବନେଶ୍ଵର
୭୧. ସମଷ୍ଟି ଗେଷ୍ଟ୍‌ ହାଉସ୍‌, ବରମୁଣ୍ଡା
୭୨. ରିଟ୍ରିଟ୍‌, କେ-୮/୧୧୯୨, କଳିଙ୍ଗବିହାର, ଭୁବନେଶ୍ଵର


ସୌଜନ୍ୟ: ଧରିତ୍ରୀ, ୮.୮.୨୦୧୫

कोई टिप्पणी नहीं:

एक टिप्पणी भेजें